ପିଲାଙ୍କୁ କୋଭିଡ୍ରୁ ସୁରକ୍ଷିତ ରଖିବାର ୩ ଉପାୟ । Dr Palash Das on how to protect children from COVID
About this video
କୋଭିଡ୍ ତୃତୀୟ ଲହର ପିଲାଙ୍କ ଉପରେ କିଭଳି ପ୍ରଭାବ ପକାଇବ ଓ ଏଥିରୁ ପିଲାମାନେ କିପରି ସୁରକ୍ଷିତ ରହିବେ। ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ କ’ଣ କହୁଛନ୍ତି, ଜାଣନ୍ତୁ।