ଛୋଟ ପିଲାଙ୍କର ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Snoring in Children | Dr Pradipt Ranjan Sahoo
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ଛୋଟ ପିଲାଙ୍କର କାହିଁକି ଘୁଙ୍ଗୁଡ଼ି ହୁଏ? ପିଲାଙ୍କର ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ପ୍ରଦୀପ୍ତ ରଞ୍ଜନ ସାହୁଙ୍କଠାରୁ ଜାଣିବା। Everyone from children to adults suffers from Snoring problems. Snoring is a noise that your child may make while breathing during sleep. What does it mean if a child is Snoring? Let us find out more from Dr Pradipt Ranjan Sahoo, an ENT & Skull Base Surgeon.