କରୋନା ସମୟରେ ଡାଏବେଟିସ୍ ରୋଗୀ ରହନ୍ତୁ ସୁରକ୍ଷିତ | Dr. Sudhir Patnaik - Diabetes care in COVID-19 in Odia

Dr Sudhir Patnaik19 June 20205:372.0K views

About this video

କରୋନା ମହାମାରୀ ସମୟରେ ଡାଏବେଟିସ୍ ରୋଗୀ ନିଜର ସଠିକ ଯତ୍ନ ନେବା ଦରକାର। ଏହି ସମୟରେ ଆପଣଙ୍କୁ ଠିକ୍ ଜୀବନଶୈଳୀ ଆପଣାଇବାକୁ ହେବ। ତେବେ କରୋନା ସମୟରେ ଡାଏବେଟିସ୍ ରୋଗୀ କେମିତି ରହିବେ ସୁରକ୍ଷିତ? ଏନେଇ ଡାକ୍ତର ସୁଧୀର ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି କରୋନା ସମୟରେ ଡାଏବେଟିସ୍ ରୋଗୀ କେମିତି ରହିବେ ସୁରକ୍ଷିତ? ଡାଏବେଟିସ୍ ରୋଗୀଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ Diabetes Patients need to take proper care of themselves during COVID Pandemic. They have to adopt the right lifestyle to stay safe. Let’s hear more from Dr. Sudhir Patnaik on diabetes and corona care. How safe will a diabetic be during coronavirus situation? Doctor's advice for Diabetes Patients