ଲିଭରକୁ କେମିତି ରଖିବେ ସୁସ୍ଥ? | Liver Disease: Causes, Symptoms, Treatment, in Odia | Liver 360
Dr Manoj Kumar Sahu·Dr Jyotirmay Jena·Dr Sushant Kumar Sethi·Dr Gadadhar Panda·Dr Shakti Prasad Choudhury·Dr Ashok Choudhury26 April 202540:245.5K views
About this video
ଲିଭର ବା ଯକୃତ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ। ହେଲେ ଅସୁରକ୍ଷିତ ଜୀବନଶୈଳୀ, ମଦ୍ୟପାନ ଏବଂ ଚର୍ବିଯୁକ୍ତ ଖାଦ୍ୟର ସେବନ ଯୋଗୁଁ ଫ୍ୟାଟିଲିଭର, ଲିଭର ସିରୋସିସ୍ ଏବଂ ଶେଷରେ ଲିଭର ପ୍ରତ୍ୟାରୋପଣର ମଧ୍ୟ ଆବଶ୍ୟକ ପଡ଼ିଥାଏ। ଆସନ୍ତୁ, ଲିଭରର ଯତ୍ନ କିପରି ନେବେ? ସେ ବିଷୟରେ ଅଧିକ ଜାଣିବା।