ଇଓସିନୋଫିଲିଆ କ’ଣ – ଏହା କାହିଁକି ହୁଏ? | Dr Sangram Keshari Mahapatra on Eosinophilia in Odia
About this video
ଇଓସିନୋଫିଲିଆ ବା ସାଧାରଣ ଲୋକେ ଏହାକୁ ଇସନଫୁଲିଆ କହିଥା’ନ୍ତି। ଅଧିକାଂଶ ଲୋକ ଏହାକୁ ଥଣ୍ଡା ରୋଗ ବୋଲି ଭାବିଥାଆନ୍ତି। ତେବେ ଇଓସିନୋଫିଲିଆ କ’ଣ? ଇଓସିନୋଫିଲ ବଢ଼ିଗଲେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।