Skip to main content

କୌଣସି କଥା ଭୁଲି ଯାଉଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ କାରଣ | Alzheimer's Disease |Dr Amlan Tapan Mohapatra

Dr Amlan Tapan Mohapatra26 November 20263:24713 views

About this video

ଅଲଜାଇମର ହେଉଛି ମସ୍ତିଷ୍କ ସହ ଜଡ଼ିତ ଏକ ସ୍ନାୟୁଗତ ରୋଗ, ଯେଉଁଥିରେ ମଣିଷର ସ୍ମରଣଶକ୍ତି କମିଯାଏ। ବ୍ୟକ୍ତି ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଆନ୍ତି। ଏହି ରୋଗ ହେବାର କାରଣ କ'ଣ? ଆସନ୍ତୁ ନ୍ୟୁରୋଲୋଜିଷ୍ଟ ଡାକ୍ତର ଅମ୍ଳାନ ତପନ ମହାପାତ୍ରଙ୍କଠାରୁ ଏନେଇ ଅଧିକ ଜାଣିବା। କୌଣସି କଥା ଭୁଲି ଯାଉଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ କାରଣ Alzheimer's Disease is a neurological disorder where the brain shrinks and slowly the brain cells die. Memory loss is one of the main causes of Alzheimer’s Disease. Increasing age is a key factor of Alzheimer’s Disease. It is important to consult a doctor immediately if a person starts showing symptoms. What causes Alzheimer’s Disease? Let’s learn more from Dr Amlan Tapan Mohapatra, a Neurologist. What causes Alzheimer's Disease? in Odia