Skip to main content

କାହିଁକି ଭଲ ହେଉନି ଆର୍ଥ୍ରାଇଟିସ୍‌? | Arthritis in Odia | ABCD Formula | Prof Dr Jyoti Ranjan Parida

Dr Jyoti Ranjan Parida28 April 20268:091.6K views

About this video

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ। ଏହା ଛୋଟ ଛୁଆ, ମଧ୍ୟ ବୟସ୍କ ଏବଂ ବୃଦ୍ଧଲୋକଙ୍କଠାରେ ହୋଇପାରେ। ଏହି ରୋଗର ବିଭିନ୍ନ ପ୍ରକାର ଭେଦ ରହିଛି। ଏହି ରୋଗର ବିଭିନ୍ନ ପ୍ରକାରକୁ ନେଇ ଭିନ୍ନ ଭିନ୍ନ ଚିକିତ୍ସା କରାଯାଇଥାଏ। ହେଲେ ଅଧିକାଂଶ ଲୋକଙ୍କର ଆର୍ଥ୍ରାଇଟିସ୍ ଭଲ ହୋଇଥାଏ, ଏବଂ ସେମାନେ ସେମାନଙ୍କର ସାଧାରଣ ଜୀବନଯାପନ ସୂଚାରୁଭାବେ କରିପାରନ୍ତି। କିନ୍ତୁ, କେତେକଙ୍କଠାରେ ଆର୍ଥାଇଟିସ୍‌ ଭଲ ହୋଇପାରେନି ଏବଂ ସେମାନେ ଚଲାବୁଲା ବି କରିପାରନ୍ତି ନାହିଁ, ଏହା କାହିଁକି? ଆସନ୍ତୁ, ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।