Skip to main content

କେଉଁ କାରଣରୁ ଝାଡ଼ାରେ ଲାଳ ପଡିଥାଏ? | What causes Mucus in Stool? in Odia | Dr Gadadhar Panda

Dr Gadadhar Panda19 August 20262:15283 views

About this video

ଝାଡ଼ାରେ ଅଳ୍ପ ମାତ୍ରାରେ ଲାଳ ପଡ଼ିବା ସାଧାରଣ। ହେଲେ ଅଧିକ ମାତ୍ରାରେ ଲାଳ ପଡ଼ିବା ଚିନ୍ତାର କାରଣ ହୋଇପାରେ। ଝାଡ଼ାରେ ଲାଳ ପଡ଼ିବା ସହ ଯଦି ପତଳା ଝାଡ଼ା, ପେଟ କାଟିବା ଏବଂ ଝାଡ଼ାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ, ତା’ହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଏନେଇ ଅଧିକ ଜାଣିବା। କେଉଁ କାରଣରୁ ଝାଡ଼ାରେ ଲାଳ ପଡିଥାଏ? Stool often contains a small amount of mucus, which is naturally produced by the intestines to protect and lubricate the digestive tract. While a small amount is normal, excessive mucus may indicate infections or other underlying health issues. What causes Mucus in Stool? Let's learn more from Dr Gadadhar Panda, a Gastroenterologist & Hepatologist. What causes Mucus in Stool? in Odia