ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର? | How to Stop Snoring in Odia | Dr Damodar Bindhani
About this video
ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଏହି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା। Everyone from children to adults suffers from snoring problems. Snoring is noisy breathing while you sleep. What is the main cause of snoring? how to stop snoring? Let us find out the symptoms and prevention of snoring from Dr Damodar Bindhani, a senior Pulmonologist & Sleep specialist.