Skip to main content

ବର୍ଷାଦିନେ କିପରି ନେବେ ତ୍ୱଚାର ଯତ୍ନ? | Monsoon Skin Care Tips in Odia | Dr Debasmita Behera

Dr Debasmita Behera13 August 20265:1496 views

About this video

ସାଧାରଣତଃ ବର୍ଷାଦିନେ ଜଳବାୟୁ ଆଦ୍ର ଥାଏ। ଫଳରେ ରୁପି ହେବା, କେଶ ଝଡ଼ିବା, ଫଙ୍ଗାଲ ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦିଏ। ତେବେ ଏସବୁ ସମସ୍ୟାର କ’ଣ ରହିଛି ଚିକିତ୍ସା? ବର୍ଷାଦିନେ ତ୍ୱଚାର ଯତ୍ନ କିପରି ନେବେ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ ଏନେଇ ଅଧିକ ଜାଣିବା।