ଫଙ୍ଗାଲ୍ ଇନଫେକ୍ସନ - କେମିତି କରିବେ ଚିକିତ୍ସା? | Dr Kumar Abhishek on Fungal Infection Treatment in Odia

Dr Kumar Abhishek30 October 20206:31147K views

About this video

ଫଙ୍ଗାଲ୍ ଇନଫେକ୍ସନକୁ ନେଇ ଏବେ ସମସ୍ତେ ଚିନ୍ତିତ। ଫଙ୍ଗାଲ୍ ଇନଫେକ୍ସନ ହେଉଛି ଏହା ଏକ ସାଧାରଣ ସମସ୍ୟା ଚର୍ମ ରୋଗ, ଯାହା ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ଆମ ଶରୀରରେ ଚର୍ମ ସଫା ନଥିଲେ, ଅଧିକ ଝାଳ ବୋହିଲେ, ପରିବେଶରେ ଗରମ କିମ୍ବା ଆର୍ଦ୍ରତା ବଢ଼ିଗଲେ ଆମ ଶରୀରରେ ଫଙ୍ଗାଲ୍ ଇନଫେକ୍ସନ ହୋଇପାରେ। ଏହା ମାରତ୍ମକ ରୋଗ ନହେଲେ ମଧ୍ୟ ରୋଗୀକୁ ସବୁବେଳେ ଅସହଜ ମନେ ହୁଏ। ତେବେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।