ଛୁଆଙ୍କର ଗଣ୍ଠିବାତ ରୋଗ | Childhood Arthritis/ Juvenile Idiopathic Arthritis, in Odia| Dr Debasis Patro
About this video
ଛୁଆଙ୍କଠାରେ ବି ହୋଇପାରେ ଗଣ୍ଠିବାତ ରୋଗ। ତେବେ କେଉଁ କାରଣ ଯୋଗୁଁ ଛୁଆଙ୍କଠାରେ ଗଣ୍ଠିବାତ ରୋଗ ହୋଇପାରେ। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଅଧିକ ଜାଣିବା।