ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? | Child Bedwetting in Odia | Dr Kanhu panda
About this video
ଛୋଟ ବେଳେ ବିଛଣାରେ ପରିସ୍ରା କରିବା ଏକ ସାଧାରଣ କଥା। କିନ୍ତୁ ଅନେକ ପିଲା ବଡ଼ ହୋଇଗଲା ପରେ ମଧ୍ୟ ବିଛଣାରେ ପରିସ୍ରା କରିବା ଅଭ୍ୟାସ ଛାଡ଼ି ନଥାଆନ୍ତି। ତେବେ ପିଲା ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ କେମିତି ରୋକିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It is common for children to wet the bed while sleeping. If a child between the ages of 5 and 6 is habitual of bed wetting while sleeping, there is nothing to worry about. However, if it persists even after five years, parents should consult a doctor. Let's know more from Dr Kanhu Panda, a Paediatrician.