କାହାକୁ ହୋଇପାରେ ସ୍ତନ କର୍କଟ? | Breast Cancer: Who is at Risk? in Odia | Dr Suman Das

Dr Suman Das10 December 20249:433.0K views

About this video

ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍‌ସର ସେଲ୍‌ ବୋଲି କୁହାଯାଏ। ଯଦି ଜଣେ ମହିଳାଙ୍କର ସ୍ତନରେ ବା କାଖରେ ଗେଟାଳିଆ ସଦୃଶ ବା ମାଂସ ପିଣ୍ଡୁଳା ହୋଇଥାଏ ବା ନିପଲରୁ ସ୍ରାବ ବାହାରେ, ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ ଦାସଙ୍କଠାରୁ ସ୍ତନ କର୍କଟ ବିଷୟରେ ଅଧିକ ଜାଣିବା।