ବ୍ଲାକ୍ ଫଙ୍ଗସ୍ କ’ଣ? | Dr Sunil Kumar Kota on Black Fungus (Mucormycosis) in Odia
About this video
କୋଭିଡ୍ର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅନ୍ୟପଟେ ବହୁ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି, ହେଲେ କୋଭିଡ୍ରୁ ଭଲ ହେବା ପରେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ର ଶିକାର ହେବାର ଖବର ସମ୍ନାକୁ ଆସୁଛି। ହେଲେ ବ୍ଳାକ୍ ଫଙ୍ଗସ୍ କ’ଣ? ଏହା କେଉଁ ବୟସରେ ବା କାହାକୁ ଅଧିକ ଆକ୍ରାନ୍ତ କରୁଛି? ଏଥିରୁ ବର୍ତ୍ତିବା କିପରି? ଏ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା।