ମୁହଁରୁ ବ୍ରଣ କେମିତି ଯିବ? | How to Prevent Acne & Pimples? | in Odia | Dr Kumar Abhishek
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଶରୀରର ଦର୍ପଣ ହେଉଛି ମୁଖ। ହେଲେ ସେହି ମୁହଁରେ ବ୍ରଣ ବାହାରିଲେ ଏହା ଆମ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ। ବ୍ରଣ ବିଭିନ୍ନ କାରଣରୁ ହୋଇପାରେ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର ଆପାଣାଉଥିବା ବେଳେ ଅନେକ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ କ୍ରିମ, ଅଏଣ୍ଟମେଣ୍ଟ୍ ଲଗାନ୍ତି। ତେବେ ଏହା କେମିତି ଭଲ ହେବ? ସେ ସମ୍ପର୍କରେ ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କଠାରୁ ଅଧିକ ଜାଣିବା। Did you know touching your acne makes it worse? Acne on the face can affect your confidence. It can be caused by a variety of factors. Many people try home remedies or apply a variety of creams and ointments without consulting a doctor to get rid of acne. Many also pop and burst their acne without knowing that it leaves dark spots and blemishes on your face. Let's know more from Dr Kumar Abhishek, a Dermatologist.