୧୮ ବର୍ଷ ବୟସ ପରେ କେଉଁ ଟିକା ନେବା ଦରକାର? | Adult Vaccination, in Odia | Dr Subhashree Samantray
About this video
ଟିକାକରଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକ ଶିଶୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ୧୮ ବର୍ଷପରେ ମଧ୍ୟ କେତେକ ଟିକାରହିଛି, ଯାହା ନେବା ଜରୁରୀ। ଆସନ୍ତୁ, ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତରଶୁଭଶ୍ରୀ ସାମନ୍ତରାୟଙ୍କଠାରୁ ଏନେଇ ଅଧିକ ଜାଣିବା।