ବ୍ରେନ୍‌ ମ୍ୟାଲେରିଆ: କାହିଁକି ହୁଏ? | Brain (Cerebral) Malaria - Causes & Treatment । Dr Meghanad Meher

Dr Meghanad Meher2 February 20227:0113K views

About this video

ସାଧାରଣ ମ୍ୟାଲେରିଆ ଜ୍ୱରଠାରୁ ମସ୍ତିଷ୍କ ଜ୍ୱର ବା ବ୍ରେନ୍‌ ମ୍ୟାଲେରିଆରେ ରୋଗୀକୁ ଜ୍ୱର, ମୁଣ୍ଡ ବିନ୍ଧା, ଝାଡ଼ା ତଥା ବାନ୍ତି ଭଳି ସମସ୍ୟା ହୋଇଥାଏ। ବେଳେ ବେଳେ ବ୍ରେନ୍‌ ମ୍ୟାଲେରିଆରେ ଜୀବନ ଯିବାର ମଧ୍ୟ ଆଶଙ୍କା ଥାଏ। ତେବେ ବ୍ରେନ୍‌ ମ୍ୟାଲେରିଆ ବା ମସ୍ତିଷ୍କ ଜ୍ୱରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେର, ଆସନ୍ତୁ ଜାଣିବା।