ଧଳା ଛଉର ସଫଳ ଚିକିତ୍ସା | Dr Manas Ranjan Puhan on Causes & Treatment of Vitiligo in Odia
About this video
ଧଳା ଛଉ ବା ଭିଟିଲିଗୋ ଏକ ପ୍ରକାରର ଚର୍ମ ସମସ୍ୟା, ଯେଉଁଥିରେ ଚର୍ମର କିଛି ଅଂଶ ଫିକା ପଡ଼ି ଧଳା ରଙ୍ଗ ହୋଇଯାଏ। ତେବେ ଏହା ଶରୀର ପାଇଁ କୌଣସି ଅସୁବିଧା ସୃଷ୍ଟି କରିନଥାଏ। ଅସୁନ୍ଦର ଦେଖାଯାଉଥିବା କାରଣରୁ ଲୋକେ ଏହାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ଏହାର ଚିକିତ୍ସା ସମ୍ଭବ। ଆସନ୍ତୁ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଧଳା ଛଉ ବିଷୟରେ ଅଧିକ ଜାଣିବା,