ଶୀତ ଦିନେ କେମିତି ନେବେ ତ୍ୱଚାର ଯତ୍ନ? - ଘରୋଇ ଉପଚାର | Winter Skin Care in Odia | Dr Kishan Agarwal
Dr Kishan Agarwal27 November 202011:31995K views
About this video
ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଅନେକ ଚିନ୍ତିତ ହୋଇପଡ଼ନ୍ତି। ତେବେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇବେ? ତ୍ୱଚାର ଯତ୍ନ ପାଇଁ କ’ଣ ସବୁ ଘରୋଇ ଉପଚାର ଆପଣାଇବେ? ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଏବିଷୟରେ ଅଧିକ ଜାଣିବା।