ମେଦବହୁଳତା ବା ଓବେସିଟି: କେମିତି କରିବେ ନିୟନ୍ତ୍ରଣ? | Obesity in Odia | Prof Dr Srikant Kumar Dhar

Dr Srikant Kumar Dhar16 August 202212:2214K views

About this video

ମେଦବହୁଳତା ବା ମୋଟାପଣ ବିଭିନ୍ନ ରୋଗର କାରଣ। ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁଁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।