Corona has been identified in 176 countries | କରୋନା କବଳରେ ବିଶ୍ୱର ୧୭୬ ଦେଶ

Swasthya Plus Network20 March 20201:4619 views

About this video

L I K E || S H A R E || S U B S C R I B E ଧୀରେଧୀରେ ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ଏପରିକି ମାତ୍ର ୨୪ ଘଣ୍ଟା ଭିତରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ବୁଧବାର ୧୬୭ଟି ଦେଶରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏହିସଂଖ୍ୟା ଆଜି ୧୭୬କୁ ବୃଦ୍ଧି ପାଇଛି। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha brings stories and tips in text and video format on health, hygiene, nutrition and lifestyle. Connect with us at www.swashtya.plus