ଯୋନି: ସଫାସୁତରା କେମିତି ରଖିବେ?| How to Clean Your Vagina? in Odia | Vaginal Hygiene | Dr Swapnita Hota
About this video
ଯୋନିରୁ ଧଳାସ୍ରାବ ବାହାରିବା ସାଧାରଣ ଜିନିଷ। ହେଲେ ବେଳେ ବେଳେ ଏହାର ରଙ୍ଗ ଓ ଏହାର ଗନ୍ଧ ଅସ୍ୱାଭାବିକ ହୋଇଥାଏ। ସେତେବେଳେ କୌଣସି ସଂକ୍ରମଣର ହୋଇଥାଇପାରେ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵପ୍ନିତା ହୋତାଙ୍କଠାରୁ ଯୋନିର ସ୍ଵଚ୍ଛତା ବିଷୟରେ ଜାଣିବା। ଯୋନି ସଂକ୍ରମଣରୁ କିପରି ପାଇବେ ରକ୍ଷା? Vagina is a self-cleaning organ and does not need special products or internal washing. So, How to Clean Your Vagina? Let's learn more from Dr Swapnita Hota, a Gynaecologist. How to prevent Vaginal Infections? in Odia