ଗର୍ଭାବସ୍ଥାରେ ସମସ୍ୟା: କେତେବେଳେ ହୁଏ? | High Risk Pregnancy in Odia | Dr Laxmi Narayan Sahoo
About this video
ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ ରିସ୍କ ପ୍ରେଗ୍ନାନ୍ସି ବା ଗର୍ଭାବସ୍ଥା ବିପଦପୂର୍ଣ୍ଣ ହେବାର ଆଶଙ୍କା ଥାଏ। ଗର୍ଭାବସ୍ଥାରେ ସମସ୍ୟା କାହିଁକି ହୁଏ, ଆସନ୍ତୁ ବିଶିଷ୍ଟ ଫେଟାଲ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।