Skip to main content

ଶରୀରରେ ଷ୍ଟ୍ରେସ୍ ହରମୋନ୍ ବଢ଼ିଲେ କ'ଣ ସମସ୍ୟା ହୁଏ? |High Cortisol: How to Manage? | Dr Sweekruti Jena

Dr Sweekruti Jena7 November 20269:4811K views

About this video

ମଣିଷ ଶରୀରରେ ଥିବା ଷ୍ଟ୍ରେସ୍ ହରମୋନକୁ କର୍ଟିସୋଲ କୁହାଯାଏ। ମାନସିକ ଚାପ ପ୍ରଭାବରେ ଶରୀରରେ ସୃଷ୍ଟି ହେଉଥିବା ସମସ୍ୟା, ମେଟାବୋଲିଜିମ୍ ଏବଂ ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ମାତ୍ର ଅତ୍ୟଧିକ ଚିନ୍ତା ଓ ଖରାପ ଜୀବନଶୈଳୀ କର୍ଟିସୋଲ ସ୍ତରକୁ ବଢ଼ାଇଥାଏ। ଦୀର୍ଘ ଦିନ ଧରି କର୍ଟିସୋଲ ସ୍ତର ଅଧିକ ରହିଲେ ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ। କର୍ଟିସୋଲ ସ୍ତର ବଢ଼ିଲେ କେଉଁ ଲକ୍ଷଣ ଦେଖାଦିଏ? କର୍ଟିସୋଲ ସ୍ତରକୁ କିପରି କଣ୍ଟ୍ରୋଲ କରିବେ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।