Skip to main content

ଏକ୍‌ଜିମା: କେମିତି ଭଲ ହେବ? | Eczema in Odia | Causes, Symptoms & Treatment | Dr Prateek Maharana

Dr Prateek Maharana16 January 20247:2334K views

About this video

ଏକ୍‌ଜିମା ଏକ ପ୍ରକାରର ଚର୍ମ ରୋଗ। ଏକ୍‌ଜିମା ହେଲେ ତ୍ଵଚା କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ। ଏହା କେମିତି ଭଲ ହେବ? ଆସନ୍ତୁ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ପ୍ରତିକ ମହାରଣାଙ୍କଠାରୁ ଏକ୍‌ଜିମା ବିଷୟରେ ଅଧିକ ଜାଣିବା।