ହାର୍ଟକୁ କେମିତି ରଖିବେ ସୁସ୍ଥ? | Dr Mahendra Prasad Tripathy on Healthy Heart in Odia

Dr Mahendra Prasad Tripathy1 January 202111:0825K views

About this video

ହୃତ୍‌ପିଣ୍ଡ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? ନିଜ ହାର୍ଟକୁ କେମିତି ରଖିବେ ସୁସ୍ଥ? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। The heart is a vital part of our body. If the heart does not function properly, problems can occur throughout the body. So it is important to keep the heart healthy. How do you know if your heart is healthy or not? How to keep your heart healthy? Let us find out from Dr Mahendra Prasad Tripathy, a Cardiologist.