Skip to main content

ଲକ୍ଷଣରୁ ଚିହ୍ନନ୍ତୁ ହାର୍ଟ ଆଟାକ? | Dr JK Padhi on Heart Attack in Odia | Symptoms & Prevention

Dr J K Padhi13 January 20219:44104K views

About this video

ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଂଚାଳନା କରିଥାଏ ହୃତ୍‌ପିଣ୍ଡ। ଯଦି କୌଣସି କାରଣରୁ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ ହେବାର ଆଶଙ୍କା ରହିଥାଏ। ତେବେ ହାର୍ଟ ଆଟାକକୁ ଚିହ୍ନିଲେ ସିନା ଏହାର ଚିକିତ୍ସା କରିବେ। ଆସନ୍ତୁ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢ଼ୀଙ୍କଠାରୁ ଏବିଷୟରେ ଅଧିକ ଜାଣିବା।