ଡାଏବେଟିକ୍ ଫୁଟ୍: ମଧୁମେହ ଯୋଗୁଁ ପାଦ ସମସ୍ୟା | Diabetic Foot in Odia | Dr Shakti Swaroop
About this video
ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଲେ ଏହା ଶିରାକୁ କ୍ଷତିଗ୍ରସ୍ତ କରିପାରେ। ଯଦି ଗୋଡ଼ ଓ ପାଦରେ ଶିରା କ୍ଷତିଗ୍ରସ୍ତ ହୁଏ, ତା’ହେଲେ ପାଦରେ ଉତ୍ତାପ, ଥଣ୍ଡା କିମ୍ବା ଯନ୍ତ୍ରଣା ଅନୁଭୂତ ହୁଏନାହିଁ, ଯାହାକୁ ଡାଏବେଟିକ୍ ଫୁଟ୍ ବୋଲି କୁହାଯାଏ। ତେବେ ଡାଏବେଟିକ୍ ଫୁଟ୍କୁ ଏଡ଼ାଇବେ କିପରି? ଡାଏବେଟିକ୍ ରୋଗୀ ପାଦର ଯତ୍ନ କେମିତି ନେବେ। ଆସନ୍ତୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏହାର କାରଣ, ଲକ୍ଷଣ ବିଷୟରେ ଅଧିକ ଜାଣିବା।