ନଳି ଗୋଡ଼ ବିନ୍ଧୁଛି କି? କେମିତି ଭଲ ହେବ? | How to get Relief from Leg Pain? in Odia | Dr Shakti Swaroop
About this video
ନଳି ଗୋଡ଼ ବିନ୍ଧିବା ଏକ ସାଧାରଣ ସମସ୍ୟା। ଏହା ଅଧିକାଂଶ ଲୋକଙ୍କୁ ହୋଇପାରେ। ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ଵରୂପ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।