ସ୍ତନ କର୍କଟକୁ ରୋକିବେ କିପରି? | Breast Cancer in Odia | Dr Saumyaranjan Mishra
About this video
ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଟ୍ୟୁମରର ରୂପ ନିଏ। ପରେ ଏହି ଟ୍ୟୁମର କର୍କଟ ରୂପ ନେଇଥାଏ। ଯଦି ପ୍ରାଥମିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ କରାଯାଏ, ତେବେ ତାହାର ଚିକିତ୍ସାର ଫଳାଫଳ ଭଲ ମିଳିଥାଏ। ଆସନ୍ତୁ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୌମ୍ୟ ରଞ୍ଜନ ମିଶ୍ରଙ୍କଠାରୁ ସ୍ତନ କର୍କଟର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।