ଲିଭର ରୋଗ: ଚିକିତ୍ସା କ’ଣ? | Liver Disease: How to Treat? in Odia | Symptoms | Dr Jyotirmay Jena
About this video
ସୁସ୍ଥ ଲିଭର, ସୁସ୍ଥ ଶରୀର। ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ, କାରଣ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ମଧ୍ୟ ପଡ଼ିପାରେ। ଆସନ୍ତୁ, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କଠାରୁ ଲିଭର ରୋଗର କାରଣ ଏବଂ ଚିକିତ୍ସା ପରର ଯତ୍ନ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିବା।