ଆଦିବାସୀଙ୍କ ଉପରେ କାେଭିଡର ପ୍ରଭାବ | Impact of COVID on Tribal Communities in Odisha | Ranjana Chopra

Ranjana Chopra18 June 20218:521.0K views

About this video

ରାଜ୍ୟରେ ଯେଉଁ ଆଦିବାସୀ ପରିବାର ଅଛନ୍ତି, ପ୍ରଥମେ ସରକାର ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କଲେ। ତା’ପରେ ସେହି ସବୁ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବା ପାଇଁ ବ୍ୟବସ୍ଥା କରାଗଲା। ଯେଉଁମାନଙ୍କ ନିକଟରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା ହୋଇଛିା ଏହାସହିତ ଯଦି କୌଣସି ବ୍ୟକ୍ତି ଗୁରୁତର ହେଲେ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛିା କେତେ ନୂଆ ବାଟ ଅଡିଓ ସିରିଜରେ ଭାଗ ନେଇ କହିଛନ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା। Many New Paths (Kete Nua Bata), in its second season, is a joint media advocacy campaign by OdishaLIVE and Swasthya Plus focused on children & young people during COVID-19. The Many New Paths campaign is supported by UNICEF, India. Government of Odisha’s initiative ‘Mo College’ is the Knowledge Partner for the campaign.