Skip to main content

ଛାତିରେ ଯନ୍ତ୍ରଣା ହେଉଛି କି? | Symptoms of Angina in Odia | Dr Swetanka Das

Dr Swetanka Das1 July 20263:32976 views

About this video

ଆଞ୍ଜାଇନା ହେଉଛି ଏକ ପ୍ରକାର ହାର୍ଟ ସମସ୍ୟା। ଏଥିଯୋଗୁଁ ଛାତିରେ ଯନ୍ତ୍ରଣା ହୁଏ ଏବଂ ଲୋକ ଏହାକୁ ଗ୍ୟାସ୍‌ ସମସ୍ୟା ଭାବି ଅବହେଳା କରିଦିଅନ୍ତି। ତେଣୁ ଛାତିରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶରେ ସଠିକ ପରୀକ୍ଷା ଏବଂ ଚିକିତ୍ସା କରାଇବା ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସ୍ୱେତାଙ୍କ ଦାସଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ଛାତିରେ ଯନ୍ତ୍ରଣା ହେଉଛି କି? Angina or Ischemic Chest Pain is a pain in the Chest that is caused by the restricted flow of blood to your heart. Angina is a condition that can lead to breathing difficulties, a burning sensation, and a feeling of pressure on your chest. Let's learn more from Dr Swetanka Das, a Cardiothoracic Surgeon. What are the symptoms of Angina? in Odia