ହଠାତ୍‌ ରକ୍ତ ଶର୍କରା କମିଗଲେ କ’ଣ କରିବେ? | Low Blood Sugar (Hypoglycaemia) in Odia | Dr Mahesh Rath

Dr Mahesh Rath17 February 20226:0525K views

About this video

ମଧୁମେହ ଯେପରି ଏକ ସମସ୍ୟା, ସେହିପରି ନିମ୍ନ ରକ୍ତଶର୍କରା ବା ହାଇପୋଗ୍ଲାଇସେମିଆ ମଧ୍ୟ ଚିନ୍ତାର ବିଷୟ। ଜଣେ ମଧୁମେହ ରୋଗୀଙ୍କୁ ହାଇପୋଗ୍ଲାଇସେମିଆ ହେବାର ଆଶଙ୍କା ଅଧିକ। ଏହାଦ୍ୱାରା ବ୍ୟକ୍ତିଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଯିବା, ଅଚେତ୍‌ ହୋଇଯିବା ଭଳି ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞଙ୍କଠାରୁ ହାଇପୋଗ୍ଲାଇସେମିଆର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।