ଡାଏଟିଂ କରୁଛନ୍ତି କି? | All You Need to Know About Dieting in Odia | Sapna Singh

Sapna Singh15 May 202222:358.5K views

About this video

ଶୀଘ୍ର ଓଜନ କମାଇବା ପାଇଁ ଲୋକେ ନାନା ପ୍ରକାର ଡାଏଟ୍‌ ଅନୁସରଣ କରିଥାଆନ୍ତି। ହେଲେ ସେହି ଡାଏଟ୍‌ ବିଷୟରେ ସେମାନଙ୍କୁ ସେମିତି ଅଭିଜ୍ଞତା ନଥାଏ। ଫଳରେ ପରିଣାମ ସ୍ୱରୂପ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଆପଣଙ୍କ ପାଇଁ କେଉଁ ଡାଏଟ୍‌ ଭଲ ଏବଂ ଡାଏଟିଂ କାହାକୁ କୁହାଯାଏ ଓ ଏହା କେମିତି କରାଯାଏ, ସେ ବିଷୟରେ କ’ଣ କହୁଛନ୍ତି ଡାଏଟିସିଆନ୍‌ ସପ୍ନା ସିଂ, ଆସନ୍ତୁ ଜାଣିବା।