ବନ୍ଧ୍ୟାଦୋଷର କାରଣ ଜଣାନପଡ଼ିଲେ କ’ଣ କରିବେ? | What is Unexplained Infertility? in Odia | Dr Soumya Dash
About this video
ବର୍ତ୍ତମାନ ସମୟରେ ବନ୍ଧ୍ୟାଦୋଷ ଏକ ପ୍ରମୁଖ ସମସ୍ୟା ପାଲଟିଛି। ପରିବର୍ତ୍ତିତ ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ବିଳମ୍ବରେ ପିଲାଛୁଆ ପ୍ଲାନ୍ କରିବା ବନ୍ଧ୍ୟାଦୋଷର ମୁଖ୍ୟ କାରଣ ହୋଇପାରେ। ବେଳେବେଳେ ଏହାର କାରଣ ଅସ୍ପଷ୍ଟ ରହିଥାଏ। ସମସ୍ତ ପରୀକ୍ଷା ସାଧାରଣ ଆସିବା ସତ୍ତ୍ୱେ ଗର୍ଭଧାରଣରେ ସମସ୍ୟା ଦେଖାଦେଲେ ତାହାକୁ ଅସ୍ପଷ୍ଟ ବନ୍ଧ୍ୟାଦୋଷ କୁହାଯାଏ। ଆସନ୍ତୁ, ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା।