Skip to main content

ହାତ ଓ ପାଦରୁ ଅଧିକ ଝାଳ ବାହାରୁଛି କି? | Hyperhidrosis: Causes & Treatment in Odia | Dr Anisha Biswal

Dr Anisha Biswal3 October 20264:45864 views

About this video

କିଛି ଲୋକଙ୍କ ହାତ ଓ ପାଦରୁ ଅଧିକ ଝାଳ ବାହାରିଥା। କେବଳ ଗ୍ରୀଷ୍ମଋତୁରେ ନୁହେଁ ସବୁବେଳେ ଏହି ସମସ୍ୟା ଦେଖାଦେଇଥାଏ। ଯାହାକୁ ଡାକ୍ତରୀ ଭାଷାରେ ହାଇପରହାଇଡ୍ରୋସିସ୍‌ କୁହାଯାଏ। ହାଇପରହାଇଡ୍ରୋସିସ୍‌ର କାରଣ କ’ଣ? ହାଇପରହାଇଡ୍ରୋସିସ୍‌ର ଚିକିତ୍ସା କିପରି ହୁଏ? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଅନିଶା ବିଶ୍ୱାଳଙ୍କଠାରୁ ଏନେଇ ଅଧିକ ଜାଣିବା।