ଗର୍ଭାବସ୍ଥାରେ କେମିତି ହେବା ଦରକାର ଡାଏଟ୍? | Healthy Pregnancy Diet in Odia | Dr Jaya Prakash Pani
About this video
ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ସଠିକ ଡାଏଟ୍ ନିହାତି ଜରୁରୀ। ତେବେ ଗର୍ଭାବସ୍ଥାରେ କେମିତି ହେବା ଦରକାର ଆପଣଙ୍କ ଡାଏଟ୍। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣିଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।