ପରିସ୍ରାରେ ରକ୍ତ ପଡୁଛି କି? ଜାଣନ୍ତୁ ଚିକିତ୍ସା | Blood in Urine, in Odia | Hematuria | Dr Priyabrata Das
About this video
ପରିସ୍ରାରେ ରକ୍ତ ପଡ଼ିବା କୌଣସି ସାଧାରଣ ରୋଗ ନୁହେଁ। ଏହା କ୍ୟାନ୍ସର ହୋଇଥାଇପାରେ। ତେବେ କାହିଁକି ପଡ଼ିଥାଏ ପରିସ୍ରାରେ ରକ୍ତ? ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସଙ୍କଠାରୁ ଆସନ୍ତୁ ଅଧିକ ଜାଣନ୍ତୁ।