ଲିଗାମେଣ୍ଟ୍ ଇଞ୍ଜୁରି – କେମିତି କରିବେ ଚିକିତ୍ସା? | Dr Sandeep Lenka on Ligament injury in Odia |Treatment
About this video
ଶରୀରର ବିଭିନ୍ନ ଗଣ୍ଠିସ୍ଥାନରେ ହାଡ଼କୁ ହାଡ଼ ଯୋଡ଼ି ରଖିବା ପାଇଁ ଏକ ଇଲାଷ୍ଟିକ୍ ଟିସୁ ରହିଛି। ଏହାକୁ ଲିଗାମେଣ୍ଟ୍ ବୋଲି କୁହାଯାଏ। କୌଣସି କାରଣରୁ ଏହି ଲିଗାମେଣ୍ଟରେ ଆଘାତ ଲାଗିଲେ ଗଣ୍ଠିସ୍ଥାନରେ ଯନ୍ତ୍ରଣା ହେବା ସହ ଦୈନନ୍ଦୀନ କାର୍ଯ୍ୟରେ ବ୍ୟଘାତ ଘଟିଥାଏ। ଲିଗାମେଣ୍ଟ ଇଞ୍ଜୁରି ହେଲେ କେମିତି ଉପଚାର କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।