ଆଣ୍ଠୁଗଣ୍ଠି ବ୍ୟଥା: କିପରି ପାଇବେ ଆରାମ? | Knee Pain in Odia | Signs & Treatments | Dr M Jagatjit

Dr M Jagatjit23 March 202314:118.1K views

About this video

ଆଣ୍ଠୁଗଣ୍ଠି ବ୍ୟଥା ହେବା ଏକ ବୟସଜନିତ ସମସ୍ୟା। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ଓ ଏକ୍ସରସାଇଜ୍‌ର ଅଭାବ ଯୋଗୁଁ ଆଜିକାଲି ଅଳ୍ପ ବୟସରେ ବି ଆଣ୍ଠୁଗଣ୍ଠି ବ୍ୟଥା ହେଉଛି। ଏହାକୁ ରୋକିବା କିପରି ଓ ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ଆଣ୍ଠୁ ରୋଗ ବିଶେଷଜ୍ଞ ଡାକ୍ତର ଏମ୍‌ ଜଗତଜିତଙ୍କଠାରୁ ଜାଣିବା।