ଧୂଳିଜନିତ ଆଲର୍ଜି: ଚିକିତ୍ସା କ’ଣ? | Dust Allergy: How to Treat? in Odia | Dr Pragnyasri Priyadarshini
About this video
ପ୍ରଦୂଷଣ ଓ ଧୂଳି ସଂସ୍ପର୍ଶରେ ଆସିଲେ କେତେକ ଲୋକଙ୍କର ପ୍ରବଳ ଛିଙ୍କ ହୁଏ। ଏହା ଏକ ପ୍ରକାର ଆଲର୍ଜି। ଏହାର ଚିକିତ୍ସା ନକଲେ ଆସ୍ଥମା, ସିଓପିଡି ଭଳି ସମସ୍ୟା ହୋଇପାରେ। ଧୂଳିଜନିତ ଆଲର୍ଜିକୁ ଏଡ଼ାଇବେ କିପରି? ଆସନ୍ତୁ, ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀଙ୍କଠାରୁ ଏନେଇ ଅଧିକ ଜାଣିବା।