ସ୍ନାୟୁ ଯନ୍ତ୍ରଣା ବା ନ୍ୟୁରୋପାଥିକ୍‌ ପେନ୍‌ କ’ଣ? | What is Neuropathic pain? in Odia | Dr Rajendra Sahoo

Dr Rajendra Sahoo16 May 202211:5463K views

About this video

ସ୍ନାୟୁରେ ଯନ୍ତ୍ରଣା ହେବାକୁ ନ୍ୟୁରୋପାଥିକ୍‌ ପେନ୍‌ କୁହାଯାଏ। ସ୍ନାୟୁରେ ଝିମ୍‌ ଝିମ୍‌ ହେବା, କହୁଣୀ ଝିମ୍‌ ଝିମ୍‌ ହେବା ନ୍ୟୁରୋପାଥିକ୍‌ ପେନ୍‌ର ସାଧାରଣ ଲକ୍ଷଣ। ତେବେ ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ନ୍ୟୁରୋପାଥିକ୍‌ ପେନ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।