କୋଭିଡ୍‌ର ତୃତୀୟ ଲହରକୁ ଏଡ଼ାଇପାରିବା କି? | Dr Srikant Kumar Dhar on COVID 3rd Wave

Dr Srikant Kumar Dhar30 August 20211:487.0K views

About this video

କୋଭିଡ୍‌ର ତୃତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ। ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାରେ ଆତଙ୍କିତ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ କରୋନାର ତୃତୀୟ ଲହରରୁ ସୁରକ୍ଷିତ କିପରି ରହିବେ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Everyone is terrified of the third wave of COVID. Children may be more likely to be infected in the 3rd wave of COVID. So how do you prevent from COVID third wave? Let us know from Dr Srikant Kumar Dhar, a Medicine Specialist.