ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ଯତ୍ନ | Complete Care for Women | Women's Health | Dr Harpreet Kaur

Dr Harpreet Kaur8 March 202412:093.3K views

About this video

ଜଣେ ମହିଳା ତା’ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ, ଠିକ ସମୟରେ ଶୋଇବା, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ତଥା ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାର ଆବଶ୍ୟକ ରହିଛି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ୍ କୌରଙ୍କଠାରୁ ମହିଳାଙ୍କ ସମ୍ପୂର୍ଣ୍ଣ ଯତ୍ନ ବିଷୟରେ ସବିଶେଷ ଜାଣିବା।