ପିଲାର ମୋଟାପଣ କମାଇବା ପାଇଁ ଡାଏଟ୍ | Child's Weight Loss Diet in Odia | Dr Pradeep Kumar Dey
About this video
ପିଲାର ଉଚ୍ଚତା ଏବଂ ବୟସ ଅନୁଯାୟୀ ତାଙ୍କର ଓଜନ ଅଧିକ ଥିଲେ ତାକୁ ମୋଟାପଣ ବା ମେଦବହୁଳତା ବୋଲି କୁହାଯାଏ। ପିଲାର ଶରୀରରେ ଜମା ହୋଇଥିବା ଚର୍ବି ଯୋଗୁଁ ତା’ର ବିକାଶ ଠିକ୍ ଭାବରେ ହୋଇନଥାଏ। ଫଳରେ ଭବିଷ୍ୟତରେ ପିଲା ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ। ତେବେ ପିଲାଙ୍କର ମୋଟାପଣ କମାଇବା ପାଇଁ ସେମାନଙ୍କର ଡାଏଟ୍ କେମିତି ହେବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ କ’ଣ କହୁଛନ୍ତି, ଜାଣନ୍ତୁ। If a child is overweight according to height and age, he or she is called obesity child. As a result, the child's risk of developing a serious illness in the future increases. So what should be the diet for your child to lose weight? Let's find out from Dr Pradeep Kumar Dey, a Paediatrician.