କର୍କଟ: ଜାଣିଲେ ସିନା ଜିଣିବେ | A Guide to Cancer in Odia | World Cancer Day 2023

About this video

ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଇଥାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ୍ୟାନସର ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ କ୍ୟାନସରର ପ୍ରତିଶତ ହ୍ରାସ କରିବା। କ୍ୟାନସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନସରର କାରଣ ପାଲଟେ। ସଠିକ ମୟରେ କ୍ୟାନସରକୁ ଚିହ୍ନଟ କରି ପାରିଲେ ଆମେ ଏହାର ଜଟିଳତାକୁ ରୋକିପାରିବା। ଆସନ୍ତୁ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞଠାରୁ କ୍ୟାନ୍‌ସର ସମ୍ପର୍କରେ ଅଧିକ ଜାଣିବା। World Cancer Day is observed worldwide on February 4. The aim is to inform and encourage people on its prevention, early detection, and treatment. Let’s find out what Radiation Oncologist Dr Sanjib Kumar Mishra, Dr Chira Ranjan Khadanga, Dr Arya Kumar Banidutta & Oncologist Dr Sourav Kumar Mishra have to say.