ହାଡ଼ ନଷ୍ଟ ହେବାରୁ ରକ୍ଷା କରିବେ କିପରି? | Osteoporosis in Odia | Signs & Diagnosis |Dr Niroj Kumar Mishra

Dr Niroj Kumar Mishra2 June 20225:0812K views

About this video

ଅଷ୍ଟିଓପୋରସିସ୍ ଏକ ବୟସଜନିତ ହାଡ଼ ରୋଗ। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ? ଫଳରେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ତେବେ ଅଷ୍ଟିଓପୋରସିସ୍‌ର ଲକ୍ଷଣ ସବୁ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରେ କେମିତି ଚିହ୍ନିବା? ଏହାକୁ ଆମେ କେମିତି ରୋକିପାରିବା? ଏନେଇ ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣିବା। As we age, our bones can become porous leading to swellings as a result. They may not have the same strength as before. This poses a higher risk of bone fractures if you encounter minor injuries or falls. This disease of the bones is called osteoporosis. So what causes osteoporosis? How do you know if you have osteoporosis? Let's know more from Dr Niroj Kumar Mishra, a Medicine Specialist.