ବ୍ରେନ୍ ଷ୍ଟ୍ରୋକ୍: କାହିଁକି ବଢୁଛି? କେମିତି ରୋକିବେ? | Brain Stroke Guide, in Odia | World Stroke Day
About this video
ଉଚ୍ଚରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବର୍ତ୍ତମାନ ବ୍ରେନ୍ ଷ୍ଟ୍ରୋକ୍ର ମାମଲା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଯୁବାବସ୍ଥାରେ ମଧ୍ୟ ଷ୍ଟ୍ରୋକ୍ ହେବାର ଦେଖିବାକୁ ମିଳୁଛି। ଆସନ୍ତୁ, ଏହି ଭିଡିଓରେ ଦେଖିବା ଷ୍ଟ୍ରୋକ୍ କାହିଁକି ବଢୁଛି? କେମିତି ଏହାର ମୁକାବିଲା କରିବେ? ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୯ରୁ ନଭେମ୍ବର 7ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପାର୍ଟନର ରହିଥିବା ବେଳେ, ଭୁବନେଶ୍ଵରସ୍ଥିତ ଅପୋଲୋ ହସ୍ପିଟାଲ୍ ଆସୋସିଏଟ୍ ପାର୍ଟନର ରହିଛନ୍ତି। Stroke has emerged as a significant global public health challenge, resulting in both death and disability. However, it is preventable, and we can alleviate the burden of stroke through lifestyle modifications. Let's know more about Brain Stroke, its Causes, Symptoms, Treatment and Management. On the occasion World Stroke Day, IFI Foundation in association with OdishaLIVE and Swasthya Plus Network, has launched a 10-day comprehensive public health awareness campaign, Stroke Mukta Jeebana: Life Free from Stroke, from 29th October to 7th November 2024. Rama Devi Women's University, Bhubaneswar joined as the Academic Partner of the Campaign. Apollo Hospitals, Bhubaneswar supports the campaign as the Associate Partner.